ଆରମ୍ଭ ହେଲା ଦୟା ବଞ୍ଚାଅ ଅଭିଯାନ

ଇତିହାସ ପୃଷ୍ଠା ମଣ୍ଡନ କରୁଥିବା ପବିତ୍ର ଦୟା ନଦୀକୁ ସୁରକ୍ଷା ଦେବାପାଇଁ ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬ ଟି ପଞ୍ଚାୟତର ଯୁବ ଗୋଷ୍ଠୀମାନଙ୍କୁ ନେଇ ଗଠିତ ଦୟା ସୁରକ୍ଷା ମଞ୍ଚ ତରଫରୁ ଆଜି ଆରମ୍ଭ ହୋଇଛି ଦୟା ବଞ୍ଚାଅ ଅଭିଯାନ l

ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ଜିଲ୍ଲା ଆଭାପତି ବାବୁ ସିଂଙ୍କ ଉପସ୍ଥିତିରେ ଅଞ୍ଚଳର ନେତୃବୃନ୍ଦ ଓ ଯୁବଗୋଷ୍ଠୀ ଯୋଗଦେଇ ନଦୀର ସୁରକ୍ଷା ଦିଗରେ ଆଲୋଚନା କଲେ ଓ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଗଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes