ୱାର୍ଡ ନମ୍ବର ୩୪ରେ ରାସ୍ତାର ପ୍ରଶସ୍ତିକରଣ ଭିତ୍ତି ପ୍ରସ୍ତର

ୱାର୍ଡ ନମ୍ବର 34 ରେ ସତ୍ୟନଗର ଠାରେ ରାସ୍ତାର ପ୍ରଶସ୍ତିକରଣ ସହିତ ଡ୍ରେନ ଆବୃତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା l

ଏଥିରେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଂହର, ସ୍ଥାନୀୟ କର୍ପୋରେଟର ପୁଷ୍ପଞ୍ଜଳି ସେଠୀ ଏବଂ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅଧିକାରୀଙ୍କ ଉପସ୍ଥିତି ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes