ପୁରୁଷ ହକି ବିଶ୍ୱକପ୍ ୨୦୨୩ ପାଇଁ କଳିଙ୍ଗରେ ନୂଆ ଟର୍ଫ୍

ପୁରୁଷ ହକି ବିଶ୍ୱକପ୍ 2023 କୁ ଆକର୍ଷିତ କରିବା ପାଇଁ ଏହାର ବହୁ ପୂର୍ବରୁ କଳିଙ୍ଗ ହକି ଷ୍ଟାଡିୟମ୍ କୁ ନୂଆ ରୂପ ଦିଆଯାଉଛି l

କିଛି ଦିନ ପୂର୍ବରୁ ଏହାର ଟର୍ଫ୍ କୁ କଢ଼ାଯାଇଥିଲା ବେଳେ ଆଜି ଏକ ନୂତନ ଟର୍ଫ୍ ପକାଯାଇଛି l ତେବେ ପୁଣି କଳିଙ୍ଗକୁ ନୀଳ ଟର୍ଫ୍ ଫେରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes