୮ ବର୍ଷ ଭିତରେ ଅଧାରୁ ପାଠ ଛାଡିଛନ୍ତି ୨୪୦୩ ଏସସି-ଏସଟି ଛାତ୍ରଛାତ୍ରୀ

୨୦୧୪ ଯାଏଁ ଦଶମ ପାସ ପରେ ପ୍ରାୟ ୩୪୭୬ ଜଣ ପାଠପଢା ଛାଡିଛନ୍ତି ଏବଂ ୨୦୨୦ରେ ୨୪୭ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡିଛନ୍ତି।

ମହାମାରୀ ସମୟରେ ଅଧିକ ପିଲା ପାଠ ଛାଡିଥିବା ଗୃହରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes