ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହି TPCODLନାଁରେ ମିଛ ମେସେଜ ଦେଇ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।
ଏ ନେଇ ସାଇବର ଥାନାରେ ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି।
Credible Local News of Odisha