ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡ଼ାର ଜଣଙ୍କ ବାରିପଟୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।
ପରିବାର ହତ୍ୟା ଅଭିଯୋଗ ଆଣିଛି। ମୃତଦେହ ଜବତ କରି କେ.ନୂଆଗାଁ ପୁଲିସ ତଦନ୍ତ କରୁଛି।
Credible Local News of Odisha