ମହିଳାଙ୍କୁ ମିଶନ ଶକ୍ତି ସୁଧ ରିହାତି ପଛରେ କେନ୍ଦ୍ରର ଶ୍ରେୟ ରହିଛି: ବିଜେପି

ସ୍ୱୟଂ ସହାୟକ ଗୋଷ୍ଠୀକୁ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଋଣ ଦେଉଛି, ଓଡ଼ିଶା ସମେତ ଦେଶର ୭୧୧ ଜିଲ୍ଲା, ୬୮୬୧ ବ୍ଲକରେ ଦିଆଯାଉଛି, ମୋଟ ସୁଧ ରାଶିର ୭% କେନ୍ଦ୍ର, ୪% ରାଜ୍ୟ ସରକାର ଦେଉଛନ୍ତି ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes