୭୮ଲିଟର ମହୁଲି ମଦ ଜବତ, ୧ଗିରଫ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ କୋଚିଳାଡିହା ପଞ୍ଚାୟତ କଇଁଫୁଲିଆ ଗ୍ରାମରେ ପୁଲିସ ପକ୍ଷରୁ ବେଇଆଇନ ଭାବେ ମଦ ତିଆରି କରୁଥିବା ବେଳେ ଜୟରାମ ହାଁସଦାକୁ ଗିରଫ କରିଛି ।

ତାଙ୍କ ପାଖରୁ ୭୮ଲିଟର ମହୁଲି ମଦ ଜବତ କରିବା ସହ ଅନେକ ପୋଚ ନଷ୍ଟ କରିଥିବା ପୁଲିସ କହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes