କୁତୁର୍ଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ୍ ସରପଞ୍ଚ ସଂଘ ବୈଠକ ଅନୁଷ୍ଠିତ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁତୁର୍ଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ବ୍ଲକ୍ ସରପଞ୍ଚ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି l

ସଂଘ ସଭାପତି ତଥା ବନ୍ଧପଡା ସରପଞ୍ଚ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ୨୧ ଟି ପଞ୍ଚାୟତର ସରପଂଚ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ, କେତେକ ପଞ୍ଚାୟତରେ ଇଓ ମାନେ ଉନ୍ନୟନ ମୂଳକ କାମରେ ସହଯୋଗ କରୁନଥିବା ଅଭିଯୋଗ ଉଠିଥିଲ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes