୬୮୦ ବୋତଲ କରେକ୍ସ ଜବତ,ଦୁଇ ଗିରଫ

ବଲାଙ୍ଗିର ପୋଲିସ ଆଜି ଚଢଉ କରି ପ୍ରଶାନ୍ତ ବାରିକ ଏବଂ ମଣ୍ଟୁ ଜେନା ନାମକ ଦୁଇ ଜଣ ଅପରାଧିଙ୍କୁ ଗିରଫ କରିବା ସହ ମୋଟ ୬୮୦ ବୋତଲ କରେକ୍ସ ଓ ୧,୧୬,୦୦୦ ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes