ରାଜଧାନୀରେ ଦୈନିକ କୋଭିଡ ସଂକ୍ରମଣ 200 ଟପିଲା

ଭୁବନେଶ୍ୱରରେ ଗତ 24 ଘଣ୍ଟା ମଧ୍ୟରେ 210 ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ବେଳେ 85 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 758 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes