୬୫ବର୍ଷରେ ଡବଲଙ୍ଗ ଦଣ୍ତଯାତ୍ରା ଝାମୁଯାତ୍ରା ପଦାର୍ପଣ

ସୋନପୁର ସଦରବ୍କକ ଅନ୍ତର୍ଗତ ଡବଲଙ୍ଗ ଗ୍ରାମରେ ବାବା ସପ୍ନେଶ୍ବର ବାବା ଓ ମାଁ ଦକ୍ଷଣ କାଳୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।

ନିଲମଣି ମହାକୁରଙ୍କ ନେତୃତ୍ବରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ଯୋଗଦେଇ ବାବାଙ୍କ ସେବାରେ ନିୟକୁ ସମର୍ପତି କରିଛନ୍ତି
ଏଥିରେ ଧୂଲିଦଣ୍ତ ବିଣାକାର ,ହରପାର୍ବତୀ ଝାମୁଯାତ୍ରା ରାଧାକୃର୍ଷ୍ଣ ଭେଟ ଅଦି ପରିବେଷଣ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes