ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଏବିଓଙ୍କୁ ଦେଲେ ଶିକ୍ଷକ

କେନ୍ଦୁଝର ଜିଲା ପାଟଣା ବ୍ଲକର କାର୍ଯ୍ୟ ରତ ସମସ୍ତ ଏନ ପି ଏସ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ଶୁକ୍ରବାର ପାଟଣା ଏ ବିଓ ସଚ୍ଚିଦାନନ୍ଦ ସେଠୀଙ୍କ ମାଧ୍ୟମରେ ବିଇଓ ଙ୍କ ମାଧ୍ୟମରେ ୩ ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରିଛନ୍ତ।

ଦାବି ଗୁଡିକୁ ପୂରଣ ନକଲେ ଫେବୃୟାରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକ ମାନେ ସାମୁହିକ ଛୁଟି ନେଇ ଭୁବନେଶ୍ୱର ରେ ଆନ୍ଦୋଳନ କରିବେ ବୋଲି ଶିକ୍ଷକ ନେତା ପ୍ରମୋଦ କୁମାର ମହାନ୍ତ ବିରମୋହନ ଦ୍ବିବେଦୀ , ହିମାଂଶୁ ଚାଟାର୍ଜୀ, ଅଶୋକ ସାହୁ ରମାକାନ୍ତ ମହାନ୍ତ, ପ୍ରଦୀପ ମହାପାତ୍ର, ପ୍ରମୁଖ ଚେତାବନୀ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes