୫- ଟି ହାଇସ୍କୁଲ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ

ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଆଜି ୫-ଟି ଅନ୍ତର୍ଭୁକ୍ତ ହୋଇଥିବା ଗୋଛପଡା ହାଇସ୍କୁଲ କୁ ପରିଦର୍ଶନ କରି ସହ ବିଭିନ୍ନ ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes