କଳାରାହାଙ୍ଗ ପଞ୍ଚାୟତର ଜିଆରଏସ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ ବାବୁଲି ଚରଣ ପଢ଼ିଆରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗତକାଲି ଜିଆରଏସଙ୍କ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରିଥିଲା । ରେଡ୍‌ ବେଳେ ୫୯ଟି ପ୍ଲଟ୍ ଠାବ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes