୫୭ ନମ୍ବର୍ ଜାତୀୟ ରାଜପଥ ଅବରୋଧ

ଆଜି ସକାଳ ୧୦ଟା ସମୟରେ ତିନିମାସ ହେବ ଭତା ଟଙ୍କା ପାଇନଥିବାରୁ ସରସରା ପଞ୍ଚାୟତର ବୟସ୍କଙ୍କ ଦ୍ୱାରା ୫୭ ନମ୍ବର୍ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଏହି ରାସ୍ତା ସରସରା ପଞ୍ଚାୟତର କାର୍ଯ୍ୟାଳୟ ସମ୍ମୁଖରେ ରହିଛି। ବୌଦ୍ଧ ଆଦର୍ଶ ଥାନାର ଅଧିକାରୀ ଆସି ଲୋକଙ୍କୁ ବୁଝାସୁଝା କରି ରାସ୍ତାରୁ ହଟାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes