ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ପୋଲ କାମ ଆରମ୍ଭ

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ହସ୍ତକ୍ଷେପ ପରେ ଏମ ରାମପୁର ବ୍ଳକ ମୋହନ ଗିରି ପଣ୍ଡା ପଦର ଟେକର ଘାଟର ପୋଲ କାମ ଆଜିଠାରୁ ଆରମ୍ଭ ହୋଇଛି ।

ବିଶେଷ କରି ବର୍ଷା ଦିନେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ଏଣିକି ସହଜରେ ଯିବା ଆସିବା କରିପାରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes