୫ଟି ସଚିବଙ୍କୁ ଭେଟିଲେ ବିନିକା ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ଓ ଉପାଧ୍ୟକ୍ଷ ତପସ୍ୱିନୀ ମେହେର ଆଜି ଭୁବନେଶ୍ୱର ସ୍ଥିତ ୫ଟି ସଚିବ ଭି କାର୍ତ୍ତିକେୟନ ପଣ୍ଡିଆନ ଙ୍କୁ ଭେଟିଛନ୍ତି ।

ଏ ଅବସରରେ ସେ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes