୪୦ ଫୁଟ ଗଭୀର କୂଅରେ ପଡିଥିବା ବଳଦକୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଗାଁରେ ରବିବାର ଏକ ପରିତ୍ୟକ୍ତ କୂଅର ୪୦ ଫୁଟ୍ ତଳକୁ ଖସି ପଡିଥିବା ବଳଦକୁ ପାଟଣା ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ୨ଟି ବଳଦ ମଧ୍ୟରେ ଲଢେଇ ଯୋଗୁଁ ଦୁଃଶାସନ ନାଏକଙ୍କ ଗୋଟିଏ ବଳଦ ଗଭୀର କୂଅ ଭିତରେ ଖସି ପଡ଼ିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes