୪୦ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଆଜି ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ପ୍ରାୟ ୪୦ଲକ୍ଷ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ କନଫରେନ୍ସ କାର୍ଯ୍ୟକ୍ରମରେ ସାମିଲ ହୋଇ ୨୦୦୦ଟଙ୍କା ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ କାଳିଆ ସହାୟତା ।

ବ୍ରଜରାଜନଗର ଉପନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେତୁ ଝାରସୁଗୁଡା ଜିଲ୍ଲାବାସୀଙ୍କୁ ଏହି କିସ୍ତି ଏବେ ଦିଆଯିବ ନାହିଁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes