ଆଜି ହେବ ରଥ ନିର୍ମାଣର ଅନୁକୂଳ

ଆଜି ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରଥ ନିର୍ମାଣର ଅନୁକୂଳ ପାରମ୍ପରିକ ପୂଜା ରୀତିନୀତି ସହ ଅନୁଷ୍ଠିତ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes