ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ହୋହଲ୍ଲା କରିଛନ୍ତି।
ପ୍ରଶ୍ନକାଳ ଏବଂ ପରେ ଶୂନ୍ୟକାଳରେ ହୋହଲ୍ଲା କରିଛନ୍ତି ବିରୋଧୀ।ବିରୋଧୀଙ୍କ ହୋହଲ୍ଲା ପାଇଁ ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
Credible Local News of Odisha