ପାରାଦୀପ ସମୁଦ୍ରରୁ ଉଦ୍ଧାର ସନ୍ଦିଗ୍ଧ ପାରାକୁ CFSLକୁ ପଠାଯିବ

ରାଜ୍ୟ ଫୋରେନସିକ୍ ଲ୍ୟାବ୍ ବିଶେଷ ସଫଳ ନହେବାରୁ କୋଲକାତା କିମ୍ବା ହାଇଦ୍ରାବାଦ ସ୍ଥିତ CFSLକୁ ପଠାଯିବ।

ପାରା ଦେହର ଲେଖା ଓ ଡିଭାଇସ CFSLରେ ଯାଞ୍ଚ ହେବ। ଏ ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍‌ପି ରାହୁଲ ପି.ଆର୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes