୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଏସଟିଏଫ

ପାକିସ୍ତାନ ଗୁଇନ୍ଦା ଗିରି ନେଇ ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ ଏସଟିଏଫ।

ଆଇଏସଆଇ ଏଜେଣ୍ଟ ଗୁଡୁ କୁମାର ସହ ମାଷ୍ଟରମାଇଣ୍ଡ ପଠାଣିର ଲିଙ୍କ୍‌ ଥିବା ସୂଚନା ମିଳିଛି। ଗତବର୍ଷ ସିଲିଗୁଡ଼ିରୁ ଗିରଫ ହୋଇଥିଲା ଆଇଏସଆଇ ଏଜେଣ୍ଟ ଗୁଡୁ କୁମାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes