ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲା ପୁଲିସ

କଳାହାଣ୍ଡି ସଦର ଥାନା କିଚଟପଦର ରାସ୍ତାକଡ଼ରୁ ଆଇଇଡି ଉଦ୍ଧାର ସହ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରିଛି ପୁଲିସ।

ବନ୍ଦ ପାଳନ ଅବସରରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିବା ଅନୁମାନ କରାଯାଉଛି। ମାଓବାଦୀଙ୍କ ପକ୍ଷରୁ ୭ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes