୩ ଅଧ୍ୟାପକଙ୍କୁ ସସ୍ପେଣ୍ଡ ପାଇଁ ସୁପାରିସ

ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁର କଲେଜରେ ସଭା ଆୟୋଜନ ଅଭିଯୋଗ ମାମଲାରେ ୩ ଅଧ୍ୟାପକଙ୍କୁ ସସ୍ପେଣ୍ଡ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି।

ବରଗଡ଼ ଜିଲ୍ଲାପାଳଙ୍କ ଚିଠିକୁ ସୁପାରିସ କରି ବିଭାଗକୁ ପଠାଇଛନ୍ତି ସିଇଓ।
ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରି ସିଇଓଙ୍କୁ ଲେଖିଥିଲେ ଜିଲ୍ଲାପାଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes