୩୯ ଲକ୍ଷ ହେରଫେର ଘଟଣା: ଫେରାର ଆକାଉଣ୍ଟାଣ୍ଟଙ୍କ ଅଫିସରେ ଭିଜିଲାନ୍ସ ରେଡ୍

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍ ଆକାଉଣ୍ଟାଣ୍ଟଙ୍କ ୩୯ ଲକ୍ଷ ହେରଫେର ଘଟଣାରେ ଫେରାର ଆକାଉଣ୍ଟାଣ୍ଟଙ୍କ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିବା ସହ ପାଞ୍ଚ ମହଲା ଘର ସିଲ୍ କରିଛନ୍ତି।

ଅଭିଯୋଗ ପରଠୁ ଆକାଉଣ୍ଟାଣ୍ଟ ସୂଚିସ୍ମିତା ସୁଆର ଫେରାର ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes