ଆସନ୍ତା ୧୩ରେ କେନ୍ଦୁଝର ଜିଲ୍ଲାରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ଦେଶ ଓ ରାଜ୍ୟରେ ଅନ୍ୟାୟ, ଦୁର୍ନୀତି, ଭାଷ୍ଟାଚାର, ବେକାରୀ ସମସ୍ୟା ଦରଦାମ ବୃଦ୍ଧି ବିରୁଦ୍ଧରେ ଓ ଗଣତନ୍ତ୍ର ସୁରକ୍ଷା ଦାବିରେ
ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଦେଶରେ କନ୍ୟାକୁମାରୀ ଠାରୁ ଜାମ୍ମୁକାଶ୍ମୀର ପର୍ଯ୍ୟନ୍ତ ଭାରତଯୋଡ ଯାତ୍ରା କରୁଥିବା ବେଳେ ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକ ଯାତ୍ରା କରିବେ l

ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେବାର ସ୍ଥିର ହେବ ବୋଲି ଆଜି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ରଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes