ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଡମୋଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ବାପାମାଆ ମାଡ଼ ମାରି ଜଣକୁ ପାଇଖାନା ଏବଂ ଅନ୍ୟ ଜଣକୁ ଘରେ ବନ୍ଦ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦୁଇଟିଙ୍କୁ ପୁଲିସ ଉଦ୍ଧାର କରି ପରଜଙ୍ଗ ମେଡିକାଲରେ ଭର୍ତ୍ତି କରି ତଦନ୍ତ କରୁଛି।
Credible Local News of Odisha