ସମ୍ବଲପୁରରେ ପଶ୍ଚିମ ଓଡ଼ିଶା କୃଷି ଓ କୃଷି ଯନ୍ତ୍ରପାତି ମେଳା ୨୦୨୩ ଆୟୋଜିତ

ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଶ୍ଚିମ ଓଡ଼ିଶାର ଶହଶହ ଚାଷୀ, କୃଷି ବିଜ୍ଞାନୀ ଓ ଉଦ୍ୟୋଗୀ ଯୋଗଦେଇଛନ୍ତି ।

ମେଳାରେ ୫୦୦ ଚାଷୀ ଯୋଗଦେଇଥିବା ସୂଚନା ମିଳିଛି । ନୂଆ କୃଷିନୀତି ତଥା ନୂତନ ଜ୍ଞାନ କୌଶଳର ଉପଯୋଗରେ କିଭଳି ଚାଷ କରାଯିବ ସେନେଇ ତାଲିମ ଦିଆଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes