୨ ଅନଲାଇନ ବେଟିଂ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଉଭୟଙ୍କ ଘର ପ.ବଙ୍ଗରେ, ୧୫୦ ଆକାଉଣ୍ଟରେ ରାକେଟ ଚାଲୁଥିଲା।

୧୭ଟି ଆକାଉଣ୍ଟରୁ ୧୦୮ କୋଟି ଟଙ୍କା ଠାବ ହୋଇଛି। ଗଞ୍ଜାମର ୮୦୦ରୁ ଅଧିକ ଲୋକଙ୍କୁ ଠକିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes