ଚୌଦ୍ବାର ଜେଲ୍‌ରେ ଭଲରେ ଅଛି ଗୋପାଳ: ଡିଆଇଜି

ଚୌଦ୍ବାର ଜେଲ୍‌ରେ ଭଲରେ ଅଛି, ଡାକ୍ତରୀ ଟିମ୍‌ ଯାଞ୍ଚ କରୁଛନ୍ତି, ସିସିଟିଭିରେ ନଜର ରଖାଯାଇଛି, କାର୍ଯ୍ୟକଳାପ ଭଲ ଅଛି, ତାର ମାନସିକ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍‌ର ନଜର ରହିଛି ବୋଲି କହିଛନ୍ତି ଜେଲ୍ ଡିଆଇଜି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes