୨୭ ହଜାର ଲାଞ୍ଚ ନେଉଥିଲେ ଜରିଆରଏସ, ଧରିଲା ଭିଜିଲାନ୍ସ

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ଜିଆର୍‌ଏସ୍ ସି.ଏଚ୍ ଚନ୍ଦ୍ରେୟା ଏନ୍ଆରଆଇଜିଏରେ ୨.୩୨ ଲକ୍ଷର ବିଲ୍ କରାଇଦେବାକୁ ୨୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes