ଲାଞ୍ଚ ନେବାବେଳେ ମୁଖ୍ୟ କିରାଣିଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ ଅଫିସର ମୁଖ୍ୟ କିରାଣି ସତ୍ୟ ନାରାୟଣ ଦଳେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି।

ଘର ପଟ୍ଟା କରାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମୁଖ୍ୟ କିରାଣି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes