୨୭ରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମିଳିତ ଜନଶୁଣାଣୀ ଶିବିର ଆସନ୍ତା ୨୭ତାରିଖ ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀରେ କକ୍ଷରେ ଅନୁଷ୍ଠିତ ହେବ ।

ଏହି ଶିବିରରେ ଉପଖଣ୍ଡର ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତିରେ ଦୁର୍ନୀତି, ଜନ କଲ୍ୟାଣ, ସମାଜିକ ସୁରକ୍ଷା ଆଦି ଶୁଣାଣୀରେ ଅଭିଯୋଗ ଉପସ୍ଥାପନ କରିବା ନେଇ ଜନସାଧାରଣଙ୍କୁ ଦରଖାସ୍ତ ପଞ୍ଜିକୃତ କରାଇ ପାରିବେ ବୋଲି ସୂଚନା ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes