ଦେବକୁଣ୍ଡ ପାଇଁ ଉଦଳା ଭଂଜସେନା ତରଫରୁ ବିକ୍ଷୋଭ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଭଞ୍ଜସେନା ତରଫରୁ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଦାବି ହୋଇଛି।

ଏ ନେଇ ବୁଦ୍ଧିଜୀବୀ,ସାମ୍ବାଦିକ, ଯୁବକ,ଅନୁଷ୍ଠାନର ପଦାଧିକାରୀ,ବରିଷ୍ଠ ଓକିଲ ଓ ସାଧାରଣ ଜନତା ସଂଗଠିତ ହୋଇ ଉପଖଣ୍ଡ ସଭାପତି ରବିନ ମହାନ୍ତିଙ୍କର ନେତୃତ୍ୱରେ ବିକ୍ଷୋଭ କରୁଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes