୨୨୬ କେଜି ଗଞ୍ଜେଇ ଜବତ, ଚମ୍ପଟ ମାରିଲେ ମାଫିଆ

କୋରାପୁଟ ଜିଲ୍ଲା ଲମତାପୁଟ ପାଲଡା ନିକଟରେ ଚଢ଼ାଉ କରି ଜବତ କରିଛି ପାଡ଼ୁଆ ପୁଲିସ।

ଜିପ୍‌ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି। ଗଞ୍ଜେଇ ଆନ୍ଧ୍ର ଚାଲାଣ ହେଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes