୨୦ ଗ୍ରାମ ବ୍ରାଉନସୁଗର ଜବତ ସହ ୨ ଗିରଫ

ଭଦ୍ରକ ଜିଲ୍ଲା ଟାଉନ ଥାନା ପୁଲିସ ପକ୍ଷରୁ ଡାହାଣୀ ଗଢିଆ ଛକ ଠାରେ ଚେକିଂ ବେଳେ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଦୁଇ ଜଣକୁ ଗିରଫ କରିଛି ପୁଲିସ।

ଏହି ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes