ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

ରେଢାଖୋଲ ବନଖଣ୍ଡ ଗୋପାଳପୁର ଗାଁରେ ଏହି ଘଟଣା ଘଟିଛି।

ମୃତକ ଗାଞ୍ଜୁ ସାମାଦ। ସେ କେନ୍ଦୁପତ୍ର ତୋଳୁଥିବା ବେଳେ ଦନ୍ତା ହାତୀ ହାବୁଡରେ ପଡିଥିଲେ। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes