୧୭ ଜଣିଆ ଓଡ଼ିଶା ରଣଜୀ ଦଳ ଘୋଷଣା

ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ୱରେ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୭ ଜଣିଆ ଓଡ଼ିଶା ରଣଜୀ ଦଳ ଘୋଷଣା ହୋଇଛି।

ବରୋଦା ଓ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ ପାଇଁ ଦଳରେ ୪ ନୂଆ ମୁହଁ ରହିଛନ୍ତି। ସେମାନେ ହେଲେ ତାରିଣୀ ସା, ସ୍ୱସ୍ତିକ ସାମଲ, କାର୍ତ୍ତିକ ବିଶ୍ୱାଳ, ସୌରଭ କନୋଜିଆ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes