କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରୁ ନବଜାତ ଉଦ୍ଧାର

ପୁରୁଣା ଓଟି ପଛପଟୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ହସ୍ପିଟାଲ କର୍ମଚାରୀ ।

ଉଦ୍ଧାର ପରେ ଶିଶୁଟିକୁ ହସ୍ପିଟାଲ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ନବଜାତ ଶିଶୁପୁତ୍ରକୁ କିଏ ସେଠାରେ ଛାଡ଼ିଛି ଜଣାପଡ଼ିନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes