୧୨ ଟନ ମହୁଲ ଜବତ, ୭ ଗିରଫ

ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମ ନିକଟରେ ଆଜି ଏକ ଟ୍ରାକ ଓ ପିକ ଅପ ଭ୍ୟାନ ଯୋଗେ ମହୁଲ ଚାଲାଣ ହେଉଥିବା ବେଳେ ବନ ବିଭାଗ ଅଧିକାରୀ ତାହା ଧରିଛନ୍ତି l

12 ଟନ ମହୁଲ ସହ ଗାଡି ଦୁଇଟି ଜବତ ହୋଇଥିବା ବେଳେ ଡ୍ରାଇଭର ସମେତ ସାତ ଜଣଙ୍କୁ ଗିରଫ କରାଯାଇଥିବା ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes