ଅଳକା ନଦୀରେ ବୁଡ଼ିଯାଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ପାଲଧୁଆ ବନ୍ଧ ନିକଟରେ ଆଜି ଅଳକା ନଦୀରେ ଗାଧୋଇବା ବେଳେ ଅଭିଳାଷ ସାହୁ ନାମକ ଇଞ୍ଜିନିୟରିଙ୍ଗ ଛାତ୍ର ଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି l

ଅଭିଳାଷନମ ଘର ଅଲଣା ଗ୍ରାମରେ ଏବଂ ସେ ବରଗୁଡ଼ି ପଡା ସ୍ଥିତ ମାମୁଁ ଘରକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes