୧୧ ନମ୍ବର ୱାର୍ଡର ମୁଖ୍ୟ ଡ୍ରେନର ପୁନଃରୁଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ପୈରାଞ୍ଚଳ ୧୧ ନମ୍ବର ୱାର୍ଡର ମୁଖ୍ୟ ଡ୍ରେନ ଲର ଆଜି ପୁନଃରୁଦ୍ଧାର କରାଯାଇଛି ।

କାଉନସିଲର ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦଳେଇ ଓ ସମାଜ ସେବୀ ଶ୍ରୀ ରାମଚନ୍ଦ୍ର ପାତ୍ରଙ୍କ ତତ୍ଵାବଧାନରେ ଏହି ଡ୍ରେନର ପୁନଃରୁଦ୍ଧାର ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes