ବିଦ୍ୟୁତ ତାର ସଜାଡିବାକୁ ବଜାର କମିଟି ତରଫରୁ ଦାବି

ଢେଙ୍କାନାଳ ଜିଲ୍ଲା ସଦର ଗୁଡ଼ିଆନାଳୀ ଠାରେ ଆଜି ଭୋର ୪ଘଟିକା ସମୟରୁ ବିଦ୍ୟୁତ ତାର ଛିଣ୍ଡି ବିପଦ ସଂକୁଳ ଅବସ୍ଥାରେ ଝୁଲୁଛି।

ବିଦ୍ୟୁତ ବିଭାଗକୁ ଖବର ଦିଆ ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ତୁରନ୍ତ ମରାମତି କରିବାକୁ ବଜାର କମିଟି ତରଫରୁ ଦାବି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes