ୟୁପିଏସସି ପରୀକ୍ଷାରେ ସଫଳତା ପାଇଲେ ଅନୂପ

ସୁନ୍ଦରଗଡ ଜିଲ୍ଲା ରାଉରକେଲାର ପ୍ଲାଣ୍ଟସାଇଟ ଡିଏଭି ସ୍କୁଲ ଲାଇନର ଅନୂପ ଗର୍ଗ ସର୍ବଭାରତୀୟ ପ୍ରଶାସନିକ ସେବା ୨୦୨୧ ପରୀକ୍ଷାରେ ୨୬୯ତମ ସ୍ଥାନ ପାଇ ସଫଳତା ଅର୍ଜନ କରିଛନ୍ତି ।

ସେ ବେଙ୍ଗାଳୁରୁସ୍ଥ ଦୟାନନ୍ଦ ସାଗର କଲେଜ ଅଫ ଇଂଜିନିୟରିଂରେ ବି ଟେକ ପରେ ନୂଆଦିଲ୍ଲୀରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ କିନ୍ତୁ ତାଙ୍କ ୪ଥର ନିରାଶ ହେବାକୁ ପଡିଥିଲା ଏବଂ ପଞ୍ଚମ ଥରରେ ସଫଳତା ହାସଲ କରିପାରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes