ଜିଲ୍ଲା କୋଷାଗାରରେ ନିଯୁକ୍ତି ସକାଶେ ଟେଣ୍ତର ବିଜ୍ଞପ୍ତି

ସୋନପୁର ଜିଲ୍ଲା କୋଷାଗାରରେ ଝାଡୁ ଓ ସାନିଟେସନ କାର୍ଯ୍ଯ ସକାଶେ ନିଯୁକ୍ତି ପାଇଁ ଏଜେନ୍ସି ମାନଙ୍କ ପାଇଁ ଟେଣ୍ତର ଆହ୍ୱାନ କରାଯାଇଛି।

ଆଶାୟୀ ଜୁନ ମାସ ୧୮ ତାରିଖ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes