ହୀରାକୁଦ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଥିବା ହୀରାକୁଦ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି।

କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ସାହାଜବାହାଲ,ପଧାନପାଲି ଓ କୁଇବାହାଲ ଗାଁର ଶହଶହ ଏକର ଚାଷ ଜମି ଜଳ ମଗ୍ନ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes