ରାଜ୍ୟରେ ଆଉ 739 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 739 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 95 ଜଣଙ୍କ ବୟସ 18 ବର୍ଷରି କମ l
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 432 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ307 ଜଣ ସ୍ଥାନୀୟ ସଂକ୍ରମିତ l ଏବେ ରାଜ୍ୟରେ ମୋଟ 7400 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes