ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ ଜିଲ୍ଲା କନ୍ତମେଘ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ଗାଁ ପାଖ ନାଳରୁ ଫେରୁଥିବା ବେଳେ ଦଳିଦେଲା ହାତୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes